Canada's #1 Community Marketplace
Home Blog News Announcements Pricing Register Free
top

Woman traffic constable allegedly slapped: ବ୍ରହ୍ମପୁର ସିଟି ହସ୍ପିଟାଲ ନିକଟରେ ହାଇଡ୍ରାମା, ମହିଳା କନେଷ୍ଟବଳଙ୍କୁ ଚାପୁଡ଼ା

📰 Otv News 🕐 1 min read 📅 August 14, 2026 👁 4 views
Woman traffic constable allegedly slapped: ବ୍ରହ୍ମପୁର ସିଟି ହସ୍ପିଟାଲ ନିକଟରେ ହାଇଡ୍ରାମା, ମହିଳା କନେଷ୍ଟବଳଙ୍କୁ ଚାପୁଡ଼ା
ପୋଲିସକୁ ପିଟିଲେ, ଗାଳିଗୁଲଜ କଲେ, ବ୍ରହ୍ମପୁର ସିଟି ହସ୍ପିଟାଲ ନିକଟରେ ହାଇଡ୍ରାମା କଲେ। ମହିଳା କନେଷ୍ଟବଳଙ୍କୁ ଗାଳିଗୁଲଜ ସହ ଚାପୁଡ଼ା ମାରି ୨ ଯୁବକଙ୍କୁ ଗିରଫ। ବ୍ରହ୍ମପୁର ଗେଟ୍ ବଜାର ଓଭରବ୍ରିଜ୍ ନିର୍ମାଣ କାମ ପାଇଁ ବିଶାଲ ମେଗା ମର୍ଟ ଛକରୁ ଗେଟ ବଜାର ଆଡ଼କୁ ଗାଡ଼ି ଚଳାଚଳରେ କଟକଣା ଲାଗିଛି। ହେଲେ ଏକ କାର ଯୋଗେ ଅନନ୍ତ ଓ ଶିବରାମ ଆସି ସେହି ରାସ୍ତାରେ ଯିବାକୁ ଚେଷ୍ଟା କରିଥିଲେ। ସେଠାରେ ସୁରକ୍ଷା ଦାୟିତ୍ୱରେ ଥିବା ଟ୍ରାଫିକ୍ କନେଷ୍ଟବଳ ତାଙ୍କୁ ଅଟକାଇ ଅନ୍ୟ ରାସ୍ତାରେ ଗାଡି ନେବାକୁ କହିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଗାଳିଗୁଲଜ କରିବା ସହ ଟ୍ରାଫିକ୍ କର୍ମଚାରୀଙ୍କୁ ଠେଲାପେଲା କରିବା ସହ ଆକ୍ରମଣ କରିଥିଲେ। ବୁଝାଇବାକୁ ଆସିଥିବା ମହିଳା ଟ୍ରାଫିକ କନେଷ୍ଟବଳଙ୍କୁ ବି ମାଡ ମାରିିଥିଲେ। ଘଟଣାକୁ ନେଇ ମହିଳା ଟ୍ରାଫିକ କନେଷ୍ଟବଳ ଟାଉନ୍ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ୨ ଯୁବକ ଗିରଫ କରି କୋର୍ଟ ଚାଲାଣ କରିଛି।
Read full article on Otv News

Related News

🤖
GoBazaar Assistant
Search listings, jobs, events & more
👋 Hi! I can help you find anything on GoBazaar.
Try asking me something like:
"Room for rent under $800 in Calgary"
Select Location
All Canada
Alberta
British Columbia
Manitoba
New Brunswick
Nova Scotia
Ontario
Quebec
Saskatchewan