top
Woman Passenger Creates Ruckus at Bhubaneswar Airport After IndiGo Flight Cancellation
#ବ ିମାନବନ୍ଦରରେ_ହଙ୍ଗାମା #49ହଜ ାର_ଟଙ୍କାର_ସମ୍ପତ୍ତି_ନଷ୍ଟ ଭୁବନେଶ୍ୱର ବିମାନ ବନ୍ଦରରେ ମହିଳା ଯାତ୍ରୀ ହଙ୍ଗାମା । ବିମାନ ବାତିଲ ପରେ ଯାତ୍ରୀଙ୍କ ଅସନ୍ତୋଷ । ଭାଙ୍ଗିଲେ କମ୍ପ୍ୟୁଟର, ସ୍କାନର । ବିମାନ ବନ୍ଦର ଷ୍ଟାଫଙ୍କୁ ବି କଲେ ଗାଳି ଗୁଲଜ । ଗତକାଲି ଏଭଳି ହାଇଡ୍ରାମା ଦେଖିବାକୁ ମିଳିଛି ଭୁବନେଶ୍ୱର ବିମାନ ବନ୍ଦର ଭିତରେ । ବୈଷୟିକ ତ୍ରୁଟି ଯୋଗୁଁ ଭୁବନେଶ୍ୱରରୁ କଲିକତାକୁ ଯାଉଥିବା ଇଣ୍ଡିଗୋ ଫ୍ଲାଇଟ ନମ୍ବର 6E-7352 ପ୍ରଥମେ ଡିଲେ ଓ ପରେ ବାତିଲ ହୋଇଥିଲା। ଯାହାକୁ ନେଇ ମହିଳା ଯାତ୍ରୀ ଜଣକ ରାଗି ବିମାନ ବନ୍ଦର ଭିତରେ ପାଟିତୁଣ୍ଡ ଆରମ୍ଭ କରିଥିଲେ। ସେ ମନିଟର, କି-ବୋର୍ଡ, ପାସପୋର୍ଟ ସ୍ଵିପିଂ ମେସିନ ଭଙ୍ଗାରୁଜା କରିଥିଲେ। ଶେଷରେ ବିମାନ ବନ୍ଦର କର୍ତ୍ତୃପକ୍ଷ ଓ CISF ତାଙ୍କୁ ବୁଝାସୁଝା କରିଥିଲେ। ହେଲେ ମହିଳା ଜଣକ ପୁଅଙ୍କ ଦେହ ଖରାପ ଥିବାରୁ ସେ ଧୈର୍ଯ୍ୟହରା ହୋଇ ଏପରି କରିଥିବା ଜଣାପଡିଛି। ଅନ୍ୟପଟେ ଯାତ୍ରୀଙ୍କ ନାମରେ ଏୟାରପୋର୍ଟ ଥାନାରେ ବିମାନ ବନ୍ଦର କର୍ତ୍ତୃପକ୍ଷ ଏତଲା ଦେଇଛନ୍ତି। ଭଙ୍ଗାରୁଜାରେ 49 ହଜାର ଟଙ୍କା ସମ୍ପତି ନଷ୍ଟ ହୋଇଥିବା ଏତଲାରେ ଦର୍ଶାଯାଇଛି। ଅନ୍ୟପକ୍ଷରେ ଏନେଇ ଇଣ୍ଡିଗୋ ବିମାନ ସେବା ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି। #BhubaneswarAirport #IndiGo #OdishaNews #AirportNews #FlightCancellation #PassengerRuckus #BijuPatnaikAirport #CISF #AirportVandalism #FlightDelay #KolkataFlight #BhubaneswarNews #OdishaTV #OTV A woman passenger allegedly created a ruckus inside Biju Patnaik International Airport in Bhubaneswar after IndiGo flight 6E-7352 from Bhubaneswar to Kolkata was first delayed and later cancelled due to a technical issue. The passenger allegedly damaged a monitor, keyboard and passport-scanning machine and also abused airport staff. Airport authorities and CISF personnel intervened and tried to calm her. She reportedly said she lost patience as her son was unwell. Airport authorities subsequently lodged an FIR at Airport Police Station, stating that property worth ₹49,000 was damaged in the incident. No response from IndiGo had been received at the time of the report. For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts. Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile. Stay tuned for all the breaking news ! Visit Our Website https://odishatv.in/ News In Odia: http://otvkhabar.in/ Android App: https://bit.ly/OTVAndroidApp iOS App: https://bit.ly/OTViOSApp Watch Live: https://odishatv.in/live-tv YouTube: https://goo.gl/Ehz6OP Watch our latest news in English: https://bit.ly/3wTgKxc Facebook: https://www.facebook.com/otvkhabar OTV English Facebook : https://www.facebook.com/otvnews Telegram @otvtelegram @otvkhabar Twitter: https://twitter.com/otvnews Instagram: https://www.instagram.com/otvnews/ #OdishaTV #OTV
Read full article on Otv News